Saswat Ranjan Sahoo
Creative Artist
HANDS OF HANDMADE ARTIST
Artist | Designer Humanitarian official page of saswat ranjan sahoo
ବାହୁଡ଼ା ଯାତ୍ରା ୨୦୨୬
ବଡ଼ଦାଣ୍ଡ
ଦକ୍ଷିଣ ମୋଡ଼ ନୀତି ଶେଷ ହୋଇଛି
ଗୁଣ୍ଡିଚା ଧାମେ କାଳିଆ ବିଜେ,
ଭକ୍ତ ମନେ ଆନନ୍ଦ ସାଜେ।
ନୀଳାଚଳ ଅଭଡ଼ା ଆସିଲା ଆଜି,
ମହାପ୍ରଭୁଙ୍କ କୃପା ସଭିଙ୍କ ପାଇଁ।
ହରିବୋଲ... ଜୟ ଜଗନ୍ନାଥ!
19/07/2026
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ
ସୂଚନା
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ
ଅଦ୍ୟ ତା୧୯.୭.୨୦୨୬ରିଖ, ରବିବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ତପରେ ଅନୁଷ୍ଠିତ ହେବ ।
ଏଣୁ ଦ୍ବିତୀୟ ଭୋଗମଣ୍ତପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ଘ.୯.୦୦ଟିକା ଠାରୁ ବିଳମ୍ବିତ ରାତ୍ର ଘ.୩.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଦାଇତ୍ୱ ମୂଲ୍ୟବୋଧ ଆଉ କଣ ?
04/03/2026
ରଙ୍ଗର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଶୁଭକାମନା।
ହାତ ଖାଲି ଥାଇପାରେ,ଜୀବନ ସରଳ ହୋଇପାରେ,କିନ୍ତୁ ଯଦି ହୃଦୟରେଜଗନ୍ନାଥଙ୍କ ନାମ ଅଛି,ତେବେ ସେ ହୃଦୟସବୁଠାରୁ ଧନୀ।କାରଣ ସେଠାରେ ଭୟ ପାଇଁକୌଣସି ସ୍ଥାନ ନାହିଁ।
ଜୟ ଜଗନ୍ନାଥ
ଆଜି ପବିତ୍ର ଶନିବାର ପତିତପାବନଙ୍କ ଦିବ୍ୟ ଆଳତୀ ଦର୍ଶନ
“Original message is in Odia, see it under ‘Rate this Translation’.”
ଜୟ ଜଗନ୍ନାଥ
ଆଜି ପବିତ୍ର ଶନିବାର ପତିତପାବନଙ୍କ ଦିବ୍ୟ ଆଳତୀ ଦର୍ଶନ
“Original message is in Odia, see it under ‘Rate this Translation’.”
ସଂସାର ତୁମକୁ ପ୍ରଶ୍ନ କରିବ,ତୁମ ଶକ୍ତି, ତୁମ ସଫଳତା, ତୁମ ପରିଚୟ।କିନ୍ତୁ ଜଗନ୍ନାଥ କେବଳ ଗୋଟିଏ ପ୍ରଶ୍ନ କରନ୍ତି—“ମୋ ଉପରେ ତୁମର ଭରସା ଅଛି କି?”ସେହି ଏକ ଭରସାଜୀବନର ସବୁ ଅଭାବକୁଆଶୀର୍ବାଦରେ ପରିଣତ କରିଦିଏ।
ଜୟ ଜଗନ୍ନାଥ
ଆଜି ପବିତ୍ର ମଙ୍ଗଳବାର ପତିତପାବନଙ୍କ ଦିବ୍ୟ ଆଳତୀ ଦର୍ଶନ
“Original message is in Odia, see it under ‘Rate this Translation’.”
ସମୟ ସବୁକିଛି ବଦଳାଏ,କିନ୍ତୁ ଜଗନ୍ନାଥଙ୍କ କୃପାସମୟକୁ ମଧ୍ୟବଦଳାଇ ଦିଏ।ଭରସା ରଖ,ନୀଳାଚଳର ନ୍ୟାୟକେବେ ବି ଭୁଲ ହୁଏନା।
ଜୟ ଜଗନ୍ନାଥ
ଆଜି ପବିତ୍ର ରବିବାର ପତିତପାବନଙ୍କ ଦିବ୍ୟ ଆଳତୀ ଦର୍ଶନ
“Original message is in Odia, see it under ‘Rate this Translation’.”
Category
Contact the public figure
Website
Address
Alerts
Be the first to know and let us send you an email when Saswat Ranjan Sahoo posts news and promotions. Your email address will not be used for any other purpose, and you can unsubscribe at any time.