Precaution For Health
Precaution For Health is a dedicate Health Channel which Provide Health Tips, Doctor Advice Interview
#ମା_ହେବେ_କିନ୍ତୁ_ଏବେ_ନୁହେଁ_Egg_Freezing_କରନ୍ତୁ
ଏହି ଭିଡିଓରେ Dr. Amrita Nanda, Fertility Specialist ସହଜ ଭାଷାରେ ବୁଝାଇଛନ୍ତି—
🔹 Egg Freezing କ’ଣ?
🔹 କେଉଁ ବୟସରେ Egg Freezing ବିଷୟରେ ଭାବିବା ଉଚିତ?
🔹 Egg Freezing ପ୍ରକ୍ରିୟା କିପରି ହୁଏ?
🔹 କେତେ ଦିନ ପର୍ଯ୍ୟନ୍ତ Egg ସଂରକ୍ଷଣ କରିହେବ?
🔹 ଭବିଷ୍ୟତରେ Pregnancy ପାଇଁ ଏହା କିପରି ବ୍ୟବହାର ହୁଏ?
👩⚕️ Dr. Amrita Nanda
Fertility Specialist
Contact : 94398 84207
ଉଚ୍ଚତାକୁ ଦେଖି ଭୟ ଲାଗୁଛି କି? ଏହା Height Phobia (Acrophobia) ହୋଇପାରେ। ଏହି ଭୟ କାହିଁକି ହୁଏ, ଏହାର ଲକ୍ଷଣ କ'ଣ ଏବଂ କେମିତି ଧୀରେ ଧୀରେ ଏହି ଭୟକୁ କମାଇପାରିବେ—ସେସବୁ ବିଷୟରେ ଏହି YouTube Shorts ରେ ସରଳ ଭାଷାରେ ଜାଣନ୍ତୁ।
👨⚕️ Dr. Bikash Kumar Mishra
☎ 📞 943 887 11 11
📍 Address : Neuro Care Center , Plot no 1269/563, Rd Number 8, UNIT- 9, Bhubaneswar
#ସକାଳେ_୫_ମିନିଟ୍ରେ_ସଫା_ଝାଡ଼ା!
କୋଷ୍ଠକାଠିନ୍ୟ (Constipation) କି ଆପଣଙ୍କ ଦୈନନ୍ଦିନ ଜୀବନକୁ ଅସୁବିଧାରେ ପକାଉଛି? ପ୍ରତିଦିନ ସକାଳେ ପେଟ ସଫା ନ ହେବା, ଗ୍ୟାସ, ପେଟ ଫୁଲିବା ଓ ଅସ୍ୱସ୍ଥତା ଭଳି ସମସ୍ୟାରେ ଭୁଗୁଛନ୍ତି କି? ତେବେ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ।
ଏହି ଭିଡିଓରେ Prof. Dr. Ayaskanta Singh, Senior Gastroenterologist କୋଷ୍ଠକାଠିନ୍ୟର ପ୍ରମୁଖ କାରଣ, ଲକ୍ଷଣ, ଖାଦ୍ୟାଭ୍ୟାସ, ଜୀବନଶୈଳୀର ପରିବର୍ତ୍ତନ, କେବେ ଡାକ୍ତରଙ୍କୁ ଦେଖାଇବେ ଏବଂ ଦୀର୍ଘଦିନ ଧରି କୋଷ୍ଠକାଠିନ୍ୟ ରହିଲେ କେଉଁ ପରୀକ୍ଷା ଆବଶ୍ୟକ ହୋଇପାରେ—ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।
Constipation can affect your daily life, causing discomfort, bloating, gas, and difficulty passing stools. If you're struggling with irregular bowel movements or chronic constipation, this video is for you.
⚠️ Disclaimer: This video is intended for educational and awareness purposes only. It is not a substitute for professional medical advice, diagnosis, or treatment. Please consult a qualified healthcare professional for personalized medical guidance.
ଏହି ଭିଡିଓରେ ଜାଣନ୍ତୁ:
• କୋଷ୍ଠକାଠିନ୍ୟର ପ୍ରକୃତ କାରଣ
• ପେଟ ସଫା ରଖିବାର ସଠିକ୍ ଉପାୟ
• କେଉଁ ଖାଦ୍ୟ ଖାଇବେ ଏବଂ କେଉଁଗୁଡ଼ିକ ଏଡ଼ାଇବେ
• ପାଣି, ଫାଇବର ଓ ବ୍ୟାୟାମର ଗୁରୁତ୍ୱ
• କେବେ କୋଷ୍ଠକାଠିନ୍ୟ ଗୁରୁତର ସମସ୍ୟାର ସଙ୍କେତ ହୋଇପାରେ
👨⚕️ Featured Expert:
Prof. Dr. Ayaskanta Singh , Senior Gastroenterologist
📞 Call For Appointment: 7504942222
📍 Excela Clinic, First Floor, Infront of AIIMS Hospital, Vipul Plaza, Bhubaneswar
📍Our Location-https://maps.app.goo.gl/1DcPdE3B7L5xgoHw5
#ବିବାହ_ପରେ_ଗର୍ଭଧାରଣ_ହେଉନି
#କାରଣ_ହୋଇପାରେ_ଫଲୋପିଆନ୍_ଟ୍ୟୁବ୍_ବ୍ଲକ୍
ଗର୍ଭଧାରଣ ହେଉନି କି? ଏହାର ଗୋଟିଏ ସାଧାରଣ କାରଣ ହେଉଛି Blocked Fallopian Tube (ଫଲୋପିଆନ୍ ଟ୍ୟୁବ୍ ବ୍ଲକ୍)। ଏହି ଭିଡିଓରେ Dr. Chinmayee Kar, Senior Obstetrician & Gynaecologist ସରଳ ଭାଷାରେ ବୁଝାଇଛନ୍ତି : ଫଲୋପିଆନ୍ ଟ୍ୟୁବ୍ ବ୍ଲକ୍ କାହିଁକି ହୁଏ? ଏହାର ଲକ୍ଷଣ, କିପରି ରୋଗ ଚିହ୍ନଟ କରାଯାଏ ଏବଂ ଆଧୁନିକ ଚିକିତ୍ସା ମାଧ୍ୟମରେ କିପରି ମା' ହେବାର ସ୍ୱପ୍ନ ପୂରଣ ହୋଇପାରେ।
👩⚕️ Dr. Chinmayee Kar , Senior Consultant – Obstetrics & Gynaecology
📍 Excela Clinic
First Floor, Infront of AIIMS Hospital, Vipul Plaza, Bhubaneswar
☎ 📞 750 494 22 22
#ମୁହଁରେ_କିମ୍ବା_ଦାନ୍ତରେ_କରେଣ୍ଟ_ମାରିଲା_ଭଳିଆ_ଲାଗୁଛି_କି
ମୁହଁରେ ବିଜୁଳି ପରି ବେଦନା ଅନୁଭବ କରୁଛନ୍ତି କି? ଦାନ୍ତ ବେଦନା ଭାବି ଚିକିତ୍ସା କରୁଛନ୍ତି କି? ଏହା Trigeminal Neuralgia ନାମକ ଏକ ଗୁରୁତର ସ୍ନାୟୁ ରୋଗର ଲକ୍ଷଣ ହୋଇପାରେ।
Are you experiencing sudden, severe, electric shock-like pain on one side of your face? Do you think it's just a toothache? It could actually be Trigeminal Neuralgia, one of the most painful nerve disorders affecting the face.
In this informative interview, Dr. Bikash Mishra from Neuro Care Center, Bhubaneswar, explains everything you need to know about Trigeminal Neuralgia, including:
✅ What is Trigeminal Neuralgia?
✅ Common signs and symptoms
✅ How it differs from a regular toothache
✅ Causes and risk factors
✅ Diagnosis and recommended tests
✅ Available medications and advanced treatment options
✅ When you should consult a neurologist
👨⚕️ Dr. Bikash Kumar Mishra
☎ 📞 943 887 11 11
📍 Address : Neuro Care Center , Plot no 1269/563, Rd Number 8, UNIT- 9, Bhubaneswar
#ଅନିଦ୍ରା_ଲିଭର_ରୋଗର_କାରଣ
In this informative Odia health podcast, our expert doctor explains how poor sleep quality and insufficient sleep can increase the risk of liver diseases, including Fatty Liver Disease (NAFLD), liver inflammation, and metabolic disorders
Click The Link To Watch Full Episode.
https://www.youtube.com/watch?v=fSshJTlT-xI&t=791s
ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କାହାରି ଫ୍ୟାଟି ଲିଭର ସମସ୍ୟା ଅଛି, ତେବେ ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ।
👨⚕️ Expert: Dr. Anshuman Singh
Senior Consultant, Gastroenterology & Hepatology
CARE Hospitals, Bhubaneswar
☎ 7008938463 ।। 9937130888
#ଗ୍ୟାସ୍_ଔଷଧ_କେବେ_ଖାଇବେ
Do you take gas or acidity medicine frequently? While these medicines can provide quick relief, long-term or unnecessary use may have side effects. Using them without medical advice may not be the right solution for everyone.
In this video,Dr. Ayaskanta Singh explains:
✅ Common uses of gas medicines
✅ Hidden side effects of prolonged use
✅ When you should see a doctor
✅ Safe ways to use these medicines
👨⚕️ Featured Expert:
Prof. Dr. Ayaskanta Singh , Senior Gastroenterologist
📞 Call For Appointment: 7504942222
📍 Excela Clinic, First Floor, Infront of AIIMS Hospital, Vipul Plaza, Bhubaneswar
📍Our Location-https://maps.app.goo.gl/1DcPdE3B7L5xgoHw5
#ସାପ_କାମୁଡ଼ିଲେ_ପ୍ରଥମ_10_ମିନିଟ୍ରେ_କଣ_କରିବେ
ସାପ କାମୁଡ଼ିବା ପରେ ପ୍ରଥମ 10 ମିନିଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଠିକ୍ ପଦକ୍ଷେପ ନେଲେ ରୋଗୀଙ୍କ ଜୀବନ ବଞ୍ଚିପାରେ, ଆଉ ଭୁଲ ପଦକ୍ଷେପ ନେଲେ ପରିସ୍ଥିତି ଗୁରୁତର ହୋଇପାରେ। Dr. Pratik Ranjan Mohapatra
ଏହି ଭିଡିଓରେ Dr. Pratik Ranjan Mohapatra ସରଳ ଭାଷାରେ ବୁଝାଇଛନ୍ତି—
✅ ସାପ କାମୁଡ଼ିଲେ ତୁରନ୍ତ କଣ କରିବେ?
✅ କେଉଁ ଭୁଲ କେବେ ବି କରିବେ ନାହିଁ?
✅ କେବେ ତୁରନ୍ତ ହସ୍ପିଟାଲ୍ ଯିବା ଦରକାର?
✅ ସାପ କାମୁଡ଼ିବା ପରେ ସଠିକ୍ First Aid କଣ?
✅ ଘରୋଇ ଉପଚାର କରିବା ଉଚିତ କି?
✅ Anti Snake Venom (ASV) କେବେ ଦିଆଯାଏ?
👍 ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ, ଯାହାଦ୍ୱାରା ଏପରି ଅଧିକ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଆପଣଙ୍କ ପାଖକୁ ପହଞ୍ଚିପାରିବ।
#ପିରିୟଡ୍ସ_ଡେରି_ହେବାର_କାରଣ_ଓ_ସମାଧାନ
ପିରିୟଡ୍ସ ଡେରି ହେଲେ କଣ କରିବେ? ମାସିକ ଡେରି ହେବା ସବୁବେଳେ ଗର୍ଭଧାରଣ (Pregnancy) ର ଲକ୍ଷଣ ନୁହେଁ। ଏହାର ପଛରେ PCOS, Hormonal Imbalance, Stress, Thyroid, Weight Change, Lifestyle ପରି ଅନେକ କାରଣ ଥାଇପାରେ।
ଏହି ଭିଡିଓରେ Dr. Chinmayee Kar, Senior Obstetrician & Gynaecologist ସରଳ ଭାଷାରେ ବୁଝାଇଛନ୍ତି—
✅ ପିରିୟଡ୍ସ ଡେରି ହେବାର ମୁଖ୍ୟ କାରଣ
✅ କେତେ ଦିନ ଡେରି ହେଲେ ଚିନ୍ତା କରିବା ଉଚିତ?
✅ କେବେ Pregnancy Test କରିବେ?
✅ କେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ?
👩⚕️ Dr. Chinmayee Kar , Senior Consultant – Obstetrics & Gynaecology
📍 Excela Clinic
First Floor, Infront of AIIMS Hospital, Vipul Plaza, Bhubaneswar
☎ 📞 750 494 22 22
#ବିଶ୍ୱ_ହେପାଟାଇଟିସ୍_ଦିବସ_ପାଳିତ
ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ IGKC Multispecialty Hospital ପକ୍ଷରୁ ଏକ ବ୍ୟାପକ ସଚେତନତା ରାଲି (Walkathon) ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ବରିଷ୍ଠ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ନର୍ସିଂ ଛାତ୍ରଛାତ୍ରୀ ଓ ହସ୍ପିଟାଲ କର୍ମଚାରୀମାନେ ଅଂଶଗ୍ରହଣ କରି ସାଧାରଣ ଲୋକଙ୍କ ମଧ୍ୟରେ ହେପାଟାଇଟିସ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।
ଏହି ଅବସରରେ ବିଶେଷଜ୍ଞ ଡାକ୍ତରମାନେ କହିଥିଲେ ଯେ, ହେପାଟାଇଟିସ୍ର ଠିକ୍ ସମୟରେ ପରୀକ୍ଷା, ଟୀକାକରଣ, ସଚେତନତା ଏବଂ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ଏହି ରୋଗକୁ ରୋକାଯାଇପାରିବ। ସୁସ୍ଥ ଯକୃତ (Liver) ପାଇଁ ସମୟୋପଯୋଗୀ ପରୀକ୍ଷା ଓ ସତର୍କତା ଅତ୍ୟନ୍ତ ଜରୁରୀ।
👍 ଏଭଳି ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଦେଖିବା ପାଇଁ Precaution For Health YouTube Channel କୁ Like, Share ଓ Subscribe କରନ୍ତୁ।
#ହେପାଟାଇଟିସ୍
Click here to claim your Sponsored Listing.
Category
Contact the business
Telephone
Website
Address
8R9M+X8V, Adimata Colony, Mancheswar
Bhubaneswar
751017