Adv Debasis Dash

Adv Debasis Dash

Share

Please follow the page to stay updated with all our posts, legal articles and important information on a larger public interest.

23/06/2026

ଇନ୍ଫୋସିଟି ଥାନାରେ ବାପ ଝିଅଙ୍କୁ ଦୁର୍ବ୍ୟବହାର : ସକାଳ ନିୟୁଜ୍

CMO Odisha Odisha Reporter Odisha Police Organisation Home Department, Government of Odisha

15/05/2026

କେସ ନଥାଇ ପୋଲିସ ଉଠେଇ ନେଇଥିଲା
ଭିଡିଓ: ଓଟିଭି
Home Department, Government of Odisha Odisha Police Organisation CMO Odisha OTV

Photos from Adv Debasis Dash's post 23/04/2026

Concerned Authorities Puri District Admin CMO Odisha Odisha Police Organisation Governor Odisha may please look into this violation and use of a school play ground and building for Get-together and public meetings without taking prior permission from the Authorities.

Strict action should be taken by Puri District Administration and Puri Police against the persons involved in these type of incidents which raises serious questions on the management of the school committee. The prime accused in this incident is a habitual criminal who is running crime syndicate involving juveniles in organised crime, this person is now acting as a negotiator between criminals and the police officials and release the arrested criminals from police station with notice on exchange of huge amount of money leading to high corruption, this person also have more than 30 cases in different police stations of Puri who should be arrested immediately.

Home Department, Government of Odisha Odisha Reporter

09/04/2026

ଜୟ ଶ୍ରୀଜଗନ୍ନାଥ 🙏

ପୁରୀ ବାସୀଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନିମନ୍ତେ ଆୟୋଜନ ହୋଇଥିବା ଏକ ସାଧାରଣ ସଭାରେ ଆମ୍ଭ ପୁରୀ ଓକିଲ ସଂଘର ସଭାପତି ଶ୍ରୀ ପ୍ରେମାନନ୍ଦ ମହାନ୍ତିଙ୍କ ପ୍ରତିକ୍ରିୟା ।

ଆମ୍ଭେ ପୁରୀ ବାସୀଙ୍କ ଏହି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥାକୁ ଉପଯୁକ୍ତ ଦାବି ବୋଲି ଭାବୁଛୁ ଏବଂ ଏହା ଉପରେ ଆମ୍ଭ ଓକିଲ ସଂଘର ମାନନୀୟ ସଭାପତି ଓ ସମ୍ପାଦକ ସମସ୍ତେ ସହମତି ପ୍ରଦାନ କରିବା ସହିତ ଏହି ଲଢ଼େଇରେ ଆଗ ଧାଡିରେ ମଧ୍ୟ ସାମିଲ ରହିବୁ ।

07/04/2026

ରତ୍ନଭଣ୍ଡାର ଚାବି ଚୋର ଙ୍କୁ ସୁରକ୍ଷା କଣ ପାଇଁ ଓ ମିଛ ଗଣତି ମଣନ୍ତି କରି ଆମକୁ ଭୁଆଁ ବୁଲାଇବା ଉଚିତ୍ କି ପ୍ରଭୁ??

🙏 ସିଧା ପ୍ରଶ୍ନର ସିଧା ଉତ୍ତର ଆମର ଦାବି ଆଜ୍ଞା 🙏 ଜୟ ଜଗନ୍ନାଥ ଜୟ ଗୋମାତା 🙏🙏

- ପ୍ରିୟଦର୍ଶନ ପଟ୍ଟନାୟକ (ଆଇନଜୀବୀ)
ଆବାହକ - ଶ୍ରୀଜଗନ୍ନାଥ ସେନା, ପୁରୀ

01/04/2026

ଜୟ ଶ୍ରୀଜଗନ୍ନାଥ 🙏

ଆଜି ଉତ୍କଳ ଦିବସ ଉପଲକ୍ଷେ ପୁରୀ ଓକିଲ ସଂଘ ସଭାଗୃହରେ ଉତ୍କଳ ଗୌରବ ଓ ଓଡ଼ିଶା ପ୍ରଦେଶର ୯୦ ବର୍ଷ ପୂର୍ତ୍ତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଏହି ପରିପ୍ରେକ୍ଷୀରେ ଆମ୍ଭ ସଂଘର ବଡ଼ ଭଉଣୀ ମାନେ "ବନ୍ଦେ ଉତ୍କଳ ଜନନୀ" ଗାନ କରିଥିଲେ ଓ ଆମ୍ଭ ସଂଘର ବରିଷ୍ଠ ଆଇନଜୀବୀ ବଡ଼ ଭାଇ ମାନେ ଓଡ଼ିଶା ପ୍ରଦେଶ ଗଠନର ଇତିହାସକୁ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ଏହି ଉତ୍କଳ ମାଟିର ମହାପୁରୁଷଙ୍କ ବୀରତ୍ୱ ଓ ବଳିଦାନର ଗାଥା ଆମ୍ଭକୁ ବହୁତ୍ ପ୍ରେରିତ ଓ ଉସ୍ତାହିତ କରିଥିଲା, ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିବା ମୋର ସମସ୍ତ ଆଇନଜୀବୀ ଭାଇ ଓ ଭଉଣୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏

ବନ୍ଦେ ଉତ୍କଳ ଜନନୀ 🇮🇳
ଦେବାଶିଷ ଦାଶ
ଆଇନଜୀବୀ, ପୁରୀ

29/03/2026

ଜୟ ଶ୍ରୀଜଗନ୍ନାଥ 🙏

ପୁରୀ ଓକିଲ ସଂଘ ନିର୍ବାଚନରେ କାର୍ଯ୍ୟକାରୀ ସଦସ୍ୟ ଭାବେ ସର୍ବାଧିକ ଭୋଟରେ ବିଜୟ କରିଥିବାରୁ ମୋର ଗୁରୁଜନ, ଆତ୍ମୀୟଜନ ଓ ଆମ୍ଭ ସଂଘର ଭାଇ ଓ ଭଉଣୀ ମାନଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଅଛି, ଏହା କେବଳ ମୋର ଜିତ୍ ନୁହେଁ ବରଂ ଆମ୍ଭ ଓକିଲ ସଂଘର ସ୍ୱାଭିମାନର ଜିତ ହୋଇଛି, ଆପଣ ମାନଙ୍କ ଭଲ ପାଇବା ଓ ଆଶୀର୍ବାଦରୁ ଏହା ଆଜି ସମ୍ଭବ ହୋଇ ପାରିଛି ଯେଉଁଥି ପାଇଁ ମୁ ଆପଣ ମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଅଛି ।

ଦେବାଶିଷ ଦାଶ
ଆଇନଜୀବୀ
ପୁରୀ ଓକିଲ ସଂଘ

27/03/2026

ପବିତ୍ର ଶ୍ରୀରାମ ନବମୀରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା, ଜୟ ଶ୍ରୀରାମ 🙏

21/03/2026

I seek your love, blessings and support

Telephone

Website

Address


Puri

Opening Hours

Monday 10:30am - 6:30pm
Tuesday 10:30am - 6:30pm
Wednesday 10:30am - 6:30pm
Thursday 10:30am - 6:30pm
Friday 10:30am - 6:30pm
Saturday 10:30am - 3pm

Alerts

Be the first to know and let us send you an email when Adv Debasis Dash posts news and promotions. Your email address will not be used for any other purpose, and you can unsubscribe at any time.

Subscribe

We will notify you when anything happens in Puri.