Hope Is Life
hope is life
07/07/2026
ଆମ ଅନୁଷ୍ଠାନ ହୋପ୍ ଇଜ୍ ଲାଇଫ ତରଫରୁ ୨୩ ଜଣ ବ୍ରାହ୍ମଣ ବାଳକଙ୍କ ସମୂହ ବ୍ରତ ଉପନୟନ ପୁରୀ ଗୁଣ୍ଡିଚା ଭକ୍ତ ନିବାସରେ ଅନୁଷ୍ଠିତ
13/05/2026
ଜୟ ଜଗନ୍ନାଥ
ଆସନ୍ତା ଜୁଲାଇ 5 ରେ ଗୁଣ୍ଡିଚା ଭକ୍ତ ନିବାସରେ ଆମ ଅନୁଷ୍ଠାନ ହୋପ୍ ଇଜ୍ ଲାଇଫ Hope is Life ତରଫରୁ ଏକ ସାମୁହିକ ବ୍ରତଘର କାର୍ଯ୍ୟକ୍ରମ ଅନୁଷ୍ଟିତ ହେବାକୁ ଯାଉଛି। ଯଦି ଆପଣଙ୍କ ନଜର ରେ କୌଣସି ବ୍ରାହ୍ମଣ ବାଳକ କୌଣସି କାରଣରୁ ବ୍ରତ ହୋଇ ନାହାନ୍ତି, ଏବଂ ବ୍ରତ ହେବା ପାଇଁ ଇଛୁକ ତାହେଲେ ଜୁନ୍ ମାସ ୫ ତାରିଖ ଭିତରେ ଏହି ଫର୍ମ ଟି ପୂରଣ କରି ଦେବାପାଇଁ ଅନୁରୋଧ । ଦୟାକରି ସମସ୍ତଙ୍କୁ ସେଆର କରନ୍ତୁ 🙏
15/02/2026
6th Annual function of our Hope Is Life celebrated at Sanskruti Bhaban, Puri
Category
Telephone
Website
Address
Puri
752003
Alerts
Be the first to know and let us send you an email when Hope Is Life posts news and promotions. Your email address will not be used for any other purpose, and you can unsubscribe at any time.