Rourkela One
ଗଠନ ମୂଳକ ଆଲୋଚନା କରି ରାଉରକେଲା ଉନ୍ନତି ରେ ସହଭାଗିତା କରିବା ହେଉଛି ଆମର ମୂଳ ଲକ୍ଷ୍ୟ ।
କେନ୍ଦ୍ରୀୟ ପୂଜା କମିଟି ବା ସିପିସି ନିର୍ବାଚନ କୁ ନେଇ ରାଉରକେଲା ରାଜନୀତି ସରଗରମ ଥିବା ବେଳେ ଏହି ନିର୍ବାଚନର ସ୍ୱଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
02/10/2026
ରାଉରକେଲା ଷ୍ଟିଲ ଟାଉନସିପ ଅଞ୍ଚଳର ସମସ୍ତ ପୂଜା କମିଟି ମାନଙ୍କୁ ଅନୁରୋଧ, ଆସନ୍ତା ଅକ୍ଟୋବର 4 ତାରିଖରେ ଅନୁଷ୍ଠିତ ହବାକୁ ଥିବା କେନ୍ଦ୍ରୀୟ ପୂଜା କମିଟି ୨୦୨୬-୨୭ ନିର୍ବାଚନରେ ଉପସଭାପତି ପାଇଁ ନାମାଙ୍କନ ଭରିଥିବା ଶ୍ରୀକାନ୍ତ କୁମାର ରାୟଙ୍କୁ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ l
02/10/2026
ରାଉରକେଲା ପାନପୋଷ ଛକ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପଗୁଛ ମାଲ୍ୟାର୍ପଣ କରିବା ସହିତ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ପଦଯାତ୍ରା ଓ ଜନସମ୍ପର୍କ ଯାତ୍ରା l କାର୍ଯ୍ୟକ୍ରମରେ ଯୋଗଦେଲେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଓ ଅନ୍ୟ ବରିଷ୍ଠ ନେତୃତ୍ୱ।
01/10/2026
ଆପଣ ସାମ୍ବାଦିକତା କ୍ଷେତ୍ରରେ କ୍ୟାରିୟର୍ କରିବାକୁ ଚାହୁଁଛନ୍ତି କି? 'ରାଉରକେଲା ୱାନ୍' ଡିଜିଟାଲ୍ ମିଡିଆ ଚ୍ୟାନେଲ୍ ପାଇଁ ନିମ୍ନଲିଖିତ ସ୍ଥାନଗୁଡ଼ିକରୁ ସାମ୍ବାଦିକ ଆବଶ୍ୟକ:
📍 ସୁନ୍ଦରଗଡ଼ ଜିଲ୍ଲା (ସମସ୍ତ ବ୍ଲକ୍/ସହର) ଏବଂ ଭୁବନେଶ୍ୱର
ଯୋଗ୍ୟତା ଓ ଦକ୍ଷତା:
ଖବର ସଂଗ୍ରହ ଏବଂ ଉପସ୍ଥାପନାରେ ରୁଚି/ଅଭିଜ୍ଞତା
ସୋସିଆଲ୍ ମିଡିଆ ଏବଂ ଡିଜିଟାଲ୍ ରିପୋର୍ଟିଂ ବିଷୟରେ ସାଧାରଣ ଧାରଣା
ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା (Resume) ପଠାଇ ଆମ ସହିତ ଯୋଗାଯୋଗ କରନ୍ତୁ।
📲 ଯୋଗାଯୋଗ ନମ୍ବର: 098612 73973
📩 ଇମେଲ୍: [email protected]
30/09/2026
From the lakes of Udaipur to the heart of Steel City. Heartwarming to see the stunning Udaipur City Palace architecture replicated so beautifully at the Sector-8 Durga Puja pandal this year! Happy Durga Puja 2026 !
29/09/2026
ଓଡ଼ିଆ ବର୍ଣ୍ଣମାଳାରେ ଝଲସୁଛି ରାଉରକେଲାର ସୌନ୍ଦର୍ଯ୍ୟ… ଆମ ଓଡ଼ିଆ ଭାଷା, ଆମ ଗର୍ବ ଏବଂ ପରିଚୟ ! Raurkela Municipal Corporation ରାଉରକେଲା ମହାନଗର ନିଗମର ଏହି ସୁନ୍ଦର ଚିନ୍ତାଧାରା ଓ ଅଭିନବ ପ୍ରୟାସକୁ ଯେତେ ପ୍ରଶଂସା ଓ ଧନ୍ୟବାଦ ଜଣାଇଲେ ମଧ୍ୟ ତାହା କମ୍ ହେବ। ଓଡ଼ିଆ ଭାଷାକୁ ଏପରି ସୁନ୍ଦର ଭାବେ ସମ୍ମାନ ଦେବା ନିଶ୍ଚିତ ଭାବେ ପ୍ରଶଂସନୀୟ।
ସ୍ଥାନ : ରାଉରକେଲା ମହାନଗର ନିଗମ ସାମ୍ନା
27/09/2026
Who is your Favourite Election Commissioner ?
26/09/2026
ଭକ୍ତି, ଉତ୍ସାହ ଓ ଆନନ୍ଦର ଅପୂର୍ବ ସଙ୍ଗମ! ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜୟଜୟକାର ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଧୂମଧାମରେ ସମ୍ପନ୍ନ ହୋଇଛି ବାସନ୍ତୀ କଲୋନୀ ହେଲ୍ପଏଜ୍ କ୍ଲବର ନିଆରା ଗଣେଶ ପୂଜା ଭସାଣି।
25/09/2026
ଚଳିତବର୍ଷ ରାଉରକେଲା ସେକ୍ଟର-୧୬ ଦୁର୍ଗାପୂଜା କମିଟି ପ୍ରସ୍ତୁତ କରିବାକୁ ଯାଉଛି ( ପରିଲୋକ ) ଥିମ୍ର ଦୁର୍ଗାପୂଜା ପେଣ୍ଡାଲ, ଯାହାର ସୋନ୍ଦର୍ଯ୍ୟ ଦର୍ଶକଙ୍କ ମନମୁଗ୍ଧ କରିବ । ଆପଣ ମାନଙ୍କୁ ପୂଜା ବୁଲି ଆସିବାକୁ ଅନୁରୋଧ କରିଛି ସେକ୍ଟର ୧୬ ପୂଜା କମିଟି ।
24/09/2026
ଚଳିତବର୍ଷ ରାଉରକେଲା ସେକ୍ଟର-୭ ଦୁର୍ଗାପୂଜା କମିଟି ପ୍ରସ୍ତୁତ କରିବାକୁ ଯାଉଛି #ସୁନାବେଶ ଥିମ୍ର ଦୁର୍ଗାପୂଜା ମଣ୍ଡପ, ଯାହାର ଦିବ୍ୟ ଭବ୍ୟତାକୁ ଅନୁଭବ କରିବା ପାଇଁ ଆପଣ ମାନଙ୍କୁ ଆସିବାକୁ ଅନୁରୋଧ କରିଛି ସେକ୍ଟର ୭ ପୂଜା କମିଟି ।
Category
Contact the business
Website
Address
Chhend
Rourkela
769015
Alerts
Be the first to know and let us send you an email when Rourkela One posts news and promotions. Your email address will not be used for any other purpose, and you can unsubscribe at any time.